0 Comment
ନୂଆଦିଲ୍ଲୀ : ଭାରତ-ଋଷ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହେବ ପ୍ରତ୍ୟେକ୍ଷ ଆଲୋଚନା । ଏଥିପାଇଁ ଆସନ୍ତା ମାସ (ନଭେମ୍ବର) ୮ ତାରିଖରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମସ୍କୋ ଗସ୍ତ କରୁଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ଋଷ ପ୍ରତିପକ୍ଷ ସର୍ଗେଇ ଲାଭର୍ବଙ୍କ ମଧ୍ୟରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ଏକାଧିକ ସମୂହ ପ୍ରସଙ୍ଗରେ ପାରସ୍ପାରିକ ସହଯୋଗ ସହ ବର୍ତ୍ତମାନ ସମୟରେ ବୌଶ୍ବିକ ସ୍ଥିତି ଓ... Read More