0 Comment
ମୁମ୍ବାଇ: ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ମିଳିଛି। ଦୀର୍ଘ ୩ ମାସ ପରେ ମୁମ୍ବାଇର ପୀଏମଏଲଏ କୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ପ୍ରାୟ ୧୦୦ ଦିନ ପରେ ସଞ୍ଜୟ ରାଉତ ଜେଲରୁ ମୁକୁଳିବେ। ତାଙ୍କ ଭାଇ ସୁନୀଲ ରାଉତଙ୍କୁ ମଧ୍ୟ ଜାମିନ ମିଳିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)... Read More