0 Comment
ନୂଆଦିଲ୍ଲୀ: ଦିଲ୍ଲୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ ଜାରି ରହିବ କଟକଣା । ସୋମବାର ଏନେଇ ଶୁଣାଣି ବେଳେ କଟକଣା ହଟାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ଦୀପାବଳି ଛୁଟି ପୂର୍ବରୁ ଏହି ମାମଲାର ଶୁଣାଣି ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗ ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ବାଣ ବିକ୍ରି ତଥା ଫୁଟାଇବା ଉପରେ ରୋକ୍ ଲଗାଇଛି। ଗତ ମାସରେ ହିଁ ଦିଲ୍ଲୀ... Read More