0 Comment
ଝାନ୍ସି : ଝାନ୍ସିରେ ଟି-୯୦ ଟ୍ୟାଙ୍କର ବ୍ୟାରେଲ ବିସ୍ଫୋରଣ ହୋଇ ୨ ଜଣ ଭାରତୀୟ ସେନାର ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁବାର ଦିନ ଝାନ୍ସିର ବବିନା କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ସାମରୀକ ପ୍ରଶିକ୍ଷଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତ୍ୟୁ ଘଟିଥିବା ୨ ଜଣ ଯବାନ ଜେସିଓ ରାଙ୍କର ଥିଲେ ବୋଲି ଜଣାପଡ଼ିଛି। ତେବେ କାହିଁକି ଏଭଳି ଘଟଣା ଘଟିଲା ତାହାର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛି। ସୂଚନା... Read More