0 Comment
ନୂଆଦିଲ୍ଲୀ : ଭାରତରେ ଔଷଧ କମ୍ପାନୀ ମେଡେନ୍ ଫାର୍ମାସିଟିକଲ୍ସ ଦ୍ବାରା ନିର୍ମିତ କଫ୍ ସିରପକୁ ନେଇ ସତର୍କ ସୂଚନା ଜାରି କଲା ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନ। ୪ଟି କଫ୍ ସିରପକୁ ନେଇ ସତର୍କ ସୂଚନା ଦାରି କରାଯାଇଛି। ଏହି କଫ ସିରପ୍ ଯୋଗୁଁ ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ଡବ୍ଲୁଏଚ୍ଓ ଭାରତରେ ପ୍ରସ୍ତୁତ ଏହି କଫ ସିରପ୍ ଅପମିଶ୍ରିତ ହୋଇପାରେ ବୋଲି କହିଛି। ଡବ୍ଲୁଏଚ୍ଓ ଏହି ଚାରି କଫ ସିରପର ଯାଞ୍ଚ୍ ଆରମ୍ଭ... Read More