0 Comment
ସାଓପୋଲୋ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ଦେଶରେ ହୋଇଥିବା ନିର୍ବାଚନରେ ସେ ବର୍ତ୍ତମାନର ରାଷ୍ଟ୍ରପତି ତଥା ଦକ୍ଷିଣପନ୍ଥୀ ନେତା ଜାୟର ବୋଲସନାରୋଙ୍କୁ ପରାସ୍ତ କରିଛନ୍ତି। ଲୁଲା ଡା ସିଲଭା ୫୦.୮୩% ଭୋଟ୍ ପାଇଥିବାବେଳେ ବୋଲସନାରୋଙ୍କୁ ୪୯.୧୭% ଭୋଟ୍ ମିଳିଛି । ଜାନୁୟାରୀ ୧, ୨୦୨୩ରେ ଲୁଲା ଡା ସିଲଭା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ବିଜୟ ପରେ ସେ “ବିଭାଜିତ ଦେଶକୁ ଏକଜୁଟ କରିବେ”... Read More