0 Comment
ନୂଆଦିଲ୍ଲୀ : ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଦାୟିତ୍ବ ନେବାପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି ଅନୀଲ ଚୌହ୍ବାନ । ଅବସରପ୍ରାପ୍ତ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ନୂଆ ସିଡିଏସ ଭାବେ ଦାୟିତ୍ବ ନେଇଛନ୍ତି । ତାସହିତ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ସେ ଦାୟିତ୍ବ ତୁଲାଇବେ । ପତ୍ନୀ ଓ ପରିବାର ସହିତ ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେକ ତିନି ସେନାର ସେନାପତି ଭାର ଗ୍ରହଣ କରିଛନ୍ତି ଅନୀଲ ଚୌହାନ ।ଦାୟିତ୍ବ ନେବା... Read More