0 Comment
ଲକ୍ଷ୍ନୌ : ଦୀର୍ଘ ୬ ମାସ ହେଲା ଅଫିସ୍ ନ ଆସି ନେଉଥିଲେ ଦରମା । କାମ ନ କରି ଅମରୋହା ଜିଲାରେ ଡେପୁଟି ସିଏମଓ ଭାବେ କାର୍ଯ୍ୟ କରୁଥିବା ଡା ଇନ୍ଦୁ ବଳ ଶର୍ମା ଦରମା ଉଠାଇ ଚାଲିଥିଲେ। ତାଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ। ଏହାବାଦ ଦରମା ନେଣଦେଣ ଦାୟିତ୍ୱରେ ଥିବା ସନ୍ତୋଷ କୁମାରଙ୍କ ବିରୋଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରାଯାଇଛି।... Read More