0 Comment
ବାଙ୍ଗାଲୋର/ଭୁବନେଶ୍ୱର : ଏକ ସମୃଦ୍ଧ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଇତିହାସ ଭାରତକୁ ଦୃଢ଼ ମୂଳଦୁଆ ପ୍ରଦାନ କରିଛି । ଆମର ଭବିଷ୍ୟତ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମ ଦେଶ ଅଧିକ ଉଦ୍ୟୋଗୀ ଏବଂ ଇନୋଭେଟରଙ୍କ ଆବଶ୍ୟକତା ରଖୁଛି । ଏ ଦିଗରେ ଆମେ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର କର୍ଣ୍ଣାଟକର ରାଷ୍ଟ୍ରୀୟ ପ୍ରଯୁକ୍ତିବିଦ୍ୟା... Read More