0 Comment
ନୂଆଦିଲ୍ଲୀ : କର୍ଣ୍ଣାଟକରେ ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ କଟକଣା ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ପ୍ରକାଶ କରିବେ। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଏକ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇବେ। କର୍ଣ୍ଣାଟକରେ ହିଜାବ କଟକଣା ଯଥାର୍ଥ କି ନାହିଁ ସେନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ଦଶ ଦିନର ଶୁଣାଣି ପରେ ଖଣ୍ଡପୀଠ ହିଜାବ ବିବାଦ ଉପରେ ସେପ୍ଟେମ୍ବର ୨୨ ରେ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ମୋଟ... Read More