0 Comment
ଗୋଆ : ଗୋଟିଏ ପଟେ କଂଗ୍ରେସ ଦେଶରେ ଭାରତ ଯୋଡୋ ଯାତ୍ରା କରୁଥିବା ବେଳେ ଅନ୍ୟପଟେ ଏହାର ନେତା ମାନେ ନିଜ ଦଳ ଛାଡି଼ ଅନ୍ୟ ଦଳକୁ ଡିଆଁ ମାରିବାରେ ଲାଗିଛନ୍ତି । ବର୍ତ୍ତମାନ କଂଗ୍ରେସର ଅନ୍ତ କନ୍ଦଳ ବର୍ତ୍ତମାନ କାହାରିକୁ ଅଛପା ନାହିଁ । ଦେଶର ଅନେକ ରାଜ୍ୟରେ ଦଳଗତ ତଥା ବିଦ୍ରୋହର ସମ୍ମୁଖୀନ ହେଉଥିବା କଂଗ୍ରେସ ବର୍ତ୍ତମାନ ଗୋଆରେ ମଧ୍ୟ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ପୂର୍ବତନ ସିଏମ ଦିଗମ୍ବର କାମତ... Read More