0 Comment
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ୧୨୦୦ ରୁ ଅଧିକ ଉପହାର ସେପ୍ଟେମ୍ବର ୧୭ ତାରିଖରୁ ନିଲାମ ହେବାକୁ ଯାଉଛି। ଏଥିସହ ଏଥିରୁ ପ୍ରାପ୍ତ ଟଙ୍କା ନାମାମି ଗଙ୍ଗା ମିଶନକୁ ଦିଆଯିବ। ନ୍ୟାସନାଲ ମ୍ୟୁଜିୟମ୍ ଅଫ୍ ମଡର୍ନ ଆର୍ଟ୍ର ମହାନିର୍ଦ୍ଦେଶକ ଅଦିତ ଗଡନାୟକ କହିଛନ୍ତି ଯେ, ଏହି ନିଲାମ ୱେବ୍ ପୋର୍ଟାଲ୍ ‘pmmementos.gov.in’ ମାଧ୍ୟମରେ କରାଯିବ ଏବଂ ଅକ୍ଟୋବର ୨ ତାରିଖରେ ଶେଷ ହେବ। ଏହି ଉପହାରଗୁଡ଼ିକୁ ସଂଗ୍ରହାଳୟରେ ରଖାଯାଇଛି। ଗଡନାୟକ କହିଛନ୍ତି ଯେ,... Read More