0 Comment
ଲଣ୍ଡନ: ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ତାଙ୍କ ବଡ଼ ପୁଅ ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲ୍ସ ବ୍ରିଟେନର ନୂଆ ରାଜା ହେବେ । କିଙ୍ଗ୍ ଚାର୍ଲ୍ସ ତୃତୀୟ ନାମରେ ସେ ବ୍ରିଟେନ୍ ରାଜତନ୍ତ୍ରର କମାଣ ସମ୍ଭାଳିବେ । ତେବେ ଚାର୍ଲ୍ସଙ୍କ ଆନୁଷ୍ଠାନିକ ଅଭିଷେକ ବିଳମ୍ବ ହୋଇପାରେ | ତାଙ୍କ ପିତା ରାଜା ଜର୍ଜ ଷଷ୍ଠଙ୍କ ଫେବୃଆରୀ ୬, ୧୯୫୨ରେ ଦେହାନ୍ତ ପରେ ଏଲିଜାବେଥ୍ ଦ୍ବିତୀୟଙ୍କ ରାଜ୍ୟାଭିଷେକ ପ୍ରାୟ ବର୍ଷେ ପରେ ଅର୍ଥାତ୍ ଜୁନ୍ ୨, ୧୯୫୩ରେ... Read More