0 Comment
ପାଣିଘେରରେ ବେଙ୍ଗାଲୁରୁ, ଟ୍ରାକ୍ଟରରେ ଅଫିସ୍ ଯାଉଛନ୍ତି ଆଇଟି କର୍ମଚାରୀବେଙ୍ଗାଲୁରୁ : ଗତ କିଛି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁ ସ୍ଥିତି ବେହାଲ୍ ହୋଇଯାଇଛି । ଅଧା ସହର ପାଣି ଘେରରେ ବୁଡ଼ି ରହିଥିବା ବେଳେ ଜୀବନ ଯାତ୍ରା ବ୍ୟାହତ ହୋଇଛି । ସହରର ଅନେକ ଅଞ୍ଚଳ ଓ ପ୍ରମୁଖ ରାସ୍ତାରେ ୩ ରୁ ୫ ଫୁଟ ପାଣି ଚାଲୁଥିବାରୁ ଗମନା ଗମନ ସମସ୍ୟା ସୃଷ୍ଟି ହୋଇଛି । କାର୍ ଏବଂ ବସ୍ ଚଳାଚଳ ଠପ୍... Read More