0 Comment
ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଭାରତର ପଡୋଶୀ ଦେଶ ନେପାଳ । ନେପାଳର ନୁବାକୋଟ ଜିଲାରେ ଏହାର ପ୍ରଭାବ ବେଶି ପଡିଥିଲା । ତେବେ ଏହା ପ୍ରଭାବରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ନ୍ୟାଶନାଲ ଆର୍ଥକ୍ୱେକ୍ ମନିଟରିଂ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରର କହିବାନୁସାରେ, ଶନିବାର ସକାଳ ୫ଟା ୨୬ରେ ଭୂମିକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୩ । ସୂଚନା ଯେ, ଗତ ଜୁଲାଇ ମାସରେ ନେପାଳରେ ଲଗାତର... Read More