0 Comment
ପୁଣେ: ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜୁଭେନାଇଲ ବୋର୍ଡ ବୁଧବାର ଅଭିଯୁକ୍ତ ନାବାଳକର ଜାମିନ ରଦ୍ଦ କରିଛନ୍ତିି । ତାକୁ ଜୁନ ୫ ପର୍ଯ୍ୟନ୍ତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ପୁଣେର ଜଣେ ଜଣାଶୁଣା ବିଲଡରଙ୍କ ପୁଅ । ରବିବାର ରାତିରେ ନାବାଳକ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଏକ ଲଗଜରୀ ପୋର୍ସ କାର୍ ଚଳାଇ ଯାଉଥିବା ବେଳେ କଲ୍ୟାଣୀ ନଗର ଅଞ୍ଚଳରେ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ବେଳେ... Read More