0 Comment
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି ବେଳେ ସୋମବାର ସୁପ୍ରିମକୋର୍ଟ ତାଙ୍କୁ ପଚାରିଛନ୍ତି ଯେ ସେ କାହିଁକି ନିମ୍ନ ଅଦାଲତରେ ଜାମିନ ଆବେଦନ କରିନାହାଁନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କ ଗିରଫଦାରି ବିରୋଧରେ ଆବେଦନ ଉପରେ ଶୁଣାଣି କରୁଛନ୍ତି। ଖଣ୍ଡପୀଠ କେଜ୍ରିୱାଲଙ୍କ ତରଫରୁ ହାଜର ବରିଷ୍ଠ... Read More