0 Comment
ନୂଆଦିଲ୍ଲୀ: ଭାରତରେ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ହ୍ବାଟସଆପ୍। ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ଆବେଦନର ଶୁଣାଣି ବେଳେ ହ୍ବାଟସଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ନୂଆ ଆଇଟି ନିୟମ ଅଧୀନରେ ଆମକୁ ମେସେଜ୍ ଗୁଡ଼ିକର ଏନକ୍ରିପସନ୍ କୋହଳ କରିବାକୁ ବାଧ୍ୟ କରାଯାଏ, ତେବେ ଆମେ ଭାରତରେ ସେବା ବନ୍ଦ କରିବୁ। ଏନକ୍ରିପସନ୍ କୋହଳ ହେଲେ ଏହାର ଗ୍ରାହକଙ୍କ ଗୋପନୀୟତା ଉଲ୍ଲଂଘନ ହେବ ବୋଲି ହ୍ବାଟସଆପ ପକ୍ଷରୁ ଯୁକ୍ତି କରାଯାଇଛି। ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ନୀତି... Read More