0 Comment
ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାର ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ମତଦାନ କେନ୍ଦ୍ରରେ ଶୁକ୍ରବାର ଭୋଟ୍ ଦେବାକୁ ଆସିଥିବା ଜଣେ ବୟସ୍କ ଭୋଟର ଇଭିଏମ୍ ମେସିନକୁ ତଳେ କଚାଡ଼ି ଭାଙ୍ଗି ଦେଇଛନ୍ତି। ଏହା ଦେଖି ନିର୍ବାଚନ କର୍ମଚାରୀ ଏବଂ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ କହିଛି ଯେ ଏହି ଘଟଣା ହରିଦ୍ୱାର ସହରର ଜ୍ବାଲାପୁର ଇଣ୍ଟର କଲେଜରେ ସ୍ଥାପନ ବୁଥ ନମ୍ବର ୧୨୬ରେ ଘଟିଥିଲା । ଏଠାରେ ରଣଧୀର (୭୦) ନାମକ ଜଣେ ଭୋଟର... Read More