0 Comment
ଜେରୁଜେଲମ: ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ଚାରି ଦିନିଆ ଅସ୍ତ୍ରବିରତି ମଧ୍ୟରେ ହାମାସ୍ ୧୩ ଇସ୍ରାଏଲ୍ ପଣବନ୍ଦୀଙ୍କୁ ମୁକ୍ତ କରିଛି । ରିଲିଫ କାର୍ଯ୍ୟରେ ନିୟୋଜିତ ରେଡ କ୍ରସକୁ ଏହି ୧୩ ପଣବନ୍ଦୀଙ୍କୁ ହସ୍ତାନ୍ତର କରିଛି ହାମାସ୍ । ଏହାପୂର୍ବରୁ ହାମାସ୍ ଥାଇଲ୍ୟାଣ୍ଡର ୧୨ ଜଣ ନାଗରିକଙ୍କୁ ମୁକ୍ତ କରିଥିଲା। ସେମାନଙ୍କୁ ଗାଜାରେ ବନ୍ଧକ ରଖାଯାଇଥିଲା। କିନ୍ତୁ ଏହି ୧୨ ଜଣ ଲୋକ ଅସ୍ତ୍ରବିରତି ଚୁକ୍ତିର ଅଂଶବିଶେଷ ନଥିଲେ | ଉଭୟ ପକ୍ଷର ପଣବନ୍ଦୀଙ୍କୁ ମୁକ୍ତ କରିବା... Read More