0 Comment
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡ଼ିରେ ହାଜର ହେବେ । ହେଲେ ତା’ପୂର୍ବରୁ ଦିଲ୍ଲୀର ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ଚଢ଼ାଉ କରିଛି। ମନି ଲଣ୍ଡରିଂ ଅଭିଯୋଗରେ କେନ୍ଦ୍ରୀୟ ସଂସ୍ଥା ଆନନ୍ଦଙ୍କ ଘର ସହ ୯ଟି ସ୍ଥାନରେ ତଲାସି କରୁଛି । ରାଜକୁମାର ଆନନ୍ଦ ୨୦୨୦ରେ ପ୍ରଥମ ଥର ପାଇଁ ପଟେଲ ନଗର ଆସନରୁ ବିଧାୟକ ହୋଇଥିଲେ।... Read More