0 Comment
ନୂଆଦିଲ୍ଲୀ: ପଠାନକୋଟ୍ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ସାହିଦ ଲତିଫକୁ ହତ୍ୟା । ଲତିଫକୁ ବୁଧବାର ପାକିସ୍ତାନର ସିଆଲକୋଟରେ ଗୁଳିକରି ହତ୍ୟା କରାଯାଇଛି । ଏନ୍ଆଇଏର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ଥିଲା ଲତିଫ୍ । ପୋଲିସ ସୂଚନା ଅନୁସାରେ, କିଛି ଅଜଣା ଆତତାୟୀ ବାଇକରେ ଆସି ଲତିଫ ଓ ତାର ଭାଇକୁ ଏକ ମସଜିଦ ଭିତରେ ଗୁଳିକରି ହତ୍ୟା କରିଥିଲେ । ହତ୍ୟାକାରୀ ମାନଙ୍କ ପରିଚୟ ଜଣା ପଡ଼ିନାହିଁ। ପୋଲିସ ଏହି ଘଟଣାର ତଦନ୍ତ... Read More