0 Comment
ନୂଆଦିଲ୍ଲୀ: ଯୁଦ୍ଧ ପୀଡ଼ିତଙ୍କୁ ମାନବୀୟ ସହାୟତା ପଠାଇଲା ଭାରତ । ପାଲେଷ୍ଟାଇନକୁ ୩୨ ଟନ୍ର ଖାଦ୍ୟ ସାମଗ୍ରୀ ସହିତ ବିଶୁଦ୍ଧ ପାନୀୟ ଜଳ, ମେଡିସିନ ସ୍ପିପିଂ ବ୍ୟାଗ୍, ସାନିଟାରୀ ସାମଗ୍ରୀ ମଧ୍ୟ ପଠାଇଛି । ଇଜିପ୍ଟରୁ ଏକ ସ୍ବତନ୍ତ୍ର ବିମାନ ମାଧ୍ୟମରେ ଆତ୍ୟାବଶ୍ୟକ ସାମଗ୍ରୀକୁ ପାଲେଷ୍ଟାଇନ ପଠାଯାଇଛି । ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ବିଦେଶ ମନ୍ତ୍ରାଳୟ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ସାଢେ ୬ ଟନର ମେଡିକାଲ ସାମଗ୍ରୀ ସହିତ ୩୨... Read More