0 Comment
ବାଲେଶ୍ଵର : ନକଲି ସୁନା ଗହଣା ବନ୍ଧକ ରଖି ସାତ ଜଣ ବ୍ୟକ୍ତି ସତୁରି ଲକ୍ଷ ଟଙ୍କା ର ଋଣ ବାଲେଶ୍ଵର ସହର ର ସେଣ୍ଟ୍ରାକ ବ୍ୟାଙ୍କଅଫ ଇଣ୍ଡିଆ ରୁ ଋଣ ନେଇଥିଲେ । ଏକଥା ବ୍ୟାଙ୍କ ର ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ରୁ ଆସି ଅଡିଟ କଲା ପରେ ବ୍ୟାଙ୍କ ମ୍ୟାନେଜର ଚଳିତ ମାସ ଦଶ ତାରିଖ ରାତିରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏସପି ସାଗରିକା ନାଥ ଙ୍କ ନିର୍ଦ୍ଦେଶ କ୍ରମେ... Read More