ସୋର: ସାଳନ୍ଦୀ ନଦୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ ଘଟଣା । ମିଳିଲା ଜଣେ କାଉଡ଼ିଆଙ୍କ ମୃତଦେହ । ଆଉ ଜଣଙ୍କ ମିଳୁନି ପତ୍ତା । ଉଦ୍ଧାର ହୋଇଥିବା କାଉଡ଼ିଆ ହେଲେ ସାନଜୟୀପୁର ଗ୍ରାମର ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁ । ଗତ ସୋମବାର ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେ ବୁଡ଼ିଯାଇଥିଲେ ୨ କାଉଡ଼ିଆ ।

August 8, 2023
0 Comment
207 Views
ସାଳନ୍ଦୀ ନଦୀରେ ବୁଡ଼ି ଯାଇଥିବା ଜଣେ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର
by Editor