0 Comment
ଲମତାପୁଟ : କାରରୁ ୯୦ କେଜି ଗଞ୍ଜେଇ ଜବତ। କଡ୍ରି ଗାଁ ନିକଟରେ ଜବତ କଲା ମାଛକୁଣ୍ଡ ପୋଲିସ । ୯ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ ପରେ ମାଫିଆ ମାନେ ଫେରାର ହୋଇଯାଇଥିଲେ। ଆନ୍ଧ୍ରରୁ ଜୟପୁରକୁ ଚାଲାଣ ବେଳେ ଚଢ଼ାଉ କରିଥିଲା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଲମତାପୁଟ ପୋଲିସ କଡ୍ରି ଗ୍ରାମରେ ନାକା ବନ୍ଦୀ କରିଥିଲା । ଦ୍ରୁତ ଗତିରେ ଆସୁଥିବା ଏକ ହୁଣ୍ଡାଇ କାର ଅଟକାଇବାରୁ ବ୍ୟାରିକେଟ... Read More