0 Comment
କେନ୍ଦୁଝର : ସାମାନ୍ୟ ଘରୋଇ କଳହକୁ କେନ୍ଦ୍ର କରି ପତ୍ନୀକୁ ହତ୍ୟା କରିଥିବା ସ୍ୱାମୀକୁ ଜିଲା ଓ ଦୌରାଜଜ୍ କେନ୍ଦୁଝର ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସଦର ଥାନା ଗୋପୀନାଥପୁର ଫାର୍ମସାହିର ଦିଲ୍ଲୀପ ବେଣ୍ଟକାର(୪୪)ଙ୍କର ପତ୍ନୀ ସବିତାଙ୍କ ସହ ୨୦୨୧ ମସିହା ଜାନୁଆରୀ ୬ ତାରିଖ ସନ୍ଧ୍ୟାରେ ସାମାନ୍ୟ କଥାକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା। ଏଥିରେ ସ୍ୱାମୀ ଦିଲ୍ଲୀପ ଉତ୍କ୍ଷିପ୍ତ ହୋଇ ପତ୍ନୀ ସବିତାଙ୍କୁ ଲକ୍ଷ୍ମୀପୂଜା ପେଣ୍ଡାଲ ନିକଟରୁ... Read More