0 Comment
ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ଜମିଥିଲା ମାଦକଦ୍ରବ୍ୟର ଆସର। ଲୁଚାଚୋରାରେ କଏଦୀଙ୍କ ପାଖରେ ପହଞ୍ଚା ଯାଉଥିଲା ଗୁଟଖା, ସିଗାରେଟ, ବିଡି, ଗଞ୍ଜେଇ ଓ ଖଇନି। ଶୁକ୍ରବାର ଚଢ଼ାଉ ବେଳେ ଏହା ପଦାକୁ ଆସିଛି। ଅପରାଧୀଙ୍କୁ ଦଣ୍ଡ ବିଧାନ ପରେ ଜେଲରେ ରଖାଯାଇଥାଏ। ହେଲେ ଜେଲ ଭିତରେ ସେମାନଙ୍କୁ ସ୍ଵତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି। ଏମିତି କିଛି ଅଭିଯୋଗ ଆସିବା ପରେ ସମ୍ବଲପୁର ମଣ୍ଡଳ କାରାଗାରରେ ଶୁକ୍ରବାର ଭୋର ପ୍ରାୟ ୪ଟାରେ ଚଢ଼ାଉ କରିଥିଲା ପୁଲିସ। ଅତିରିକ୍ତ... Read More