0 Comment
ଭୁବନେଶ୍ବର : ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବଢ଼ିବ ନାହିଁ। ଲଗାତର ଦ୍ବିତୀୟ ବର୍ଷ ଲାଗି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ -ଓଇଆରସି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିନାହିଁ। ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଶୀତଳ ଭଣ୍ଡାରଗୁଡ଼ିକୁ ୟୁନିଟ୍ ପିଛା ୧ ଟଙ୍କା ୬୦ ପଇସା ରିହାତି ଦିଆଯାଇଛି। ଏଥିରେ ଉଭୟ ହାଇ ଟେନ୍ସନ୍/ଲୋ-ଟେନ୍ସନ୍ ଉପଭୋକ୍ତା ଉପକୃତ ହେବେ। ଏହାଦ୍ବାରା ରାଜ୍ୟର ପ୍ରାୟ ୫୦... Read More