0 Comment
ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଜନମଙ୍ଗଳକାରୀ ଯୋଜନା ଗୁଡିକ ତୃଣମୂଳସ୍ତରରେ କାର୍ଯ୍ୟ କରିବା ସଂପର୍କରେ ଜାଣିବା ସହ ଯୋଜନାର ଲକ୍ଷ୍ୟ ହାସଲ ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଆଜିଠାରୁ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଚିବାଳୟ ସେବାର ୧୭ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ସେମାନେ ଗଞ୍ଜାମ, କନ୍ଧମାଳ, ନୟାଗଡ, ଢ଼େଙ୍କାନାଳ ଏବଂ ଅନୁଗୋଳ ଭଳି ୫ଟି ଜିଲ୍ଲାର ବିଭିନ୍ନ ବ୍ଲକକୁ କ୍ଷେତ୍ରୀୟ... Read More