0 Comment
ଭୁବନେଶ୍ୱର : ଆଜି କ୍ରମାଗତ ତୃତୀୟ ଦିନ ପାଇଁ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ବିନା ପୂଜାର୍ଚ୍ଚନାରେ, ବିନା ଭୋଗରେ ଉପବାସରେ ଅଛନ୍ତି ମହାପ୍ରଭୁ । ତେବେ ସାହାଣ ମେଲା ସହ ଭକ୍ତଙ୍କ ଦର୍ଶନ ଜାରି ରହିଛି। ମନ୍ଦିରରେ ଅନ୍ନ ଭୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି ମନ୍ଦିରରେ। ଅଛୁଆଁ ଭୋଗକୁ ଅମୁଣିଆ କୂପରେ ନ ପୋତି ଭକ୍ତଙ୍କୁ ବିକ୍ରି କରିବା ଅଭିଯୋଗ ହେଲା ପରେ ବିବାଦ ସୃଷ୍ଟି ହେବାରୁ ଏଭଳି ସ୍ଥିତି ହୋଇଛି । ସମସ୍ୟାର... Read More