0 Comment
ବରଗଡ଼ : ବରଗଡ଼ ଜିଲା ବରପାଲି-ବଲାଙ୍ଗୀର ଏନଏଚ ୨୬ ଭୁଲିଆପଡ଼ା ସ୍ଥିତ ଶ୍ରୀକୃଷ୍ଣ ବସ୍ତ୍ରାଲୟ ଉପରେ ଜିଏସଟି ବିଭାଗ ପକ୍ଷରୁ ରେଡ଼ କରାଯାଇଛି । ଜିଏସଟି ଫାଙ୍କିବା ଅଭିଯୋଗରେ ଶ୍ରୀକୃଷ୍ଣ ବସ୍ତ୍ରାଲୟର ମୋଟ ୫ଟି ଦୋକାନ ଉପରେ ଏକକାଳୀନ ଭାବେ ଏହି ଚଢଉ କରାଯାଇଛି । ଡେପୁଟି କମିଶନର ରଜନୀକାନ୍ତ ସେଠଙ୍କ ନେତୃତ୍ୱରେ ସମ୍ବଲପୁର, ଝାରସୁଗୁଡା ଓ ବରଗଡ଼ରୁ ମୋଟ ୨୬ ଜଣିଆ ଟିମ ଏହି ଚଢଉରେ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢଉ ପ୍ରକ୍ରିୟା... Read More