0 Comment
ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ୪୦ ଜଣିଆ ପ୍ରଚାରକଙ୍କ ତାଲିକା ଜାରି କରିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ ଓ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ବିଜେପି ଓ କଂଗ୍ରେସ ମଧ୍ୟ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛନ୍ତି। ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ମାସ ୩ ତାରିଖରେ ଭୋଟ ନିଆଯିବ । ପ୍ରଚାର ତାଲିକାରେ ଅଛନ୍ତି ବିଜେଡି ସୁପ୍ରିମୋ ତଥା... Read More