0 Comment
ବ୍ରହ୍ମପୁର : ବ୍ରହ୍ମପୁରରେ ଶେଷ ହେଲା କାଳୁଆ ଯାତ୍ରା । ୧୫ ଦିନ ଧରି ଚାଲିଥିବା ଯାତ୍ରା ରବିବାର ବିଳମ୍ବିତ ରାତିରେ ସରିଛି । ହଜାର ହଜାର ଭକ୍ତଙ୍କ ଗହଣରେ କୁମାର ପୂର୍ଣ୍ଣିମା ଉତ୍ସବରେ ବିଦାୟ ନେଲେ ମା’ । ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ପୁରା ପରିବେଶକୁ ଉତ୍ସବ ମୁଖରିତ କରିଦେଇଥିଲା। ବାଜା, ଘଣ୍ଟ, ଶଙ୍ଖ ନାଦ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। ମା’ଙ୍କୁ ପୂଜାର୍ଚ୍ଚନା କରିଲେ ମନସ୍କାମନା... Read More