0 Comment
ଭୁବନେଶ୍ୱର : ସମ୍ୱଲପୁର-ଟିଟିଲାଗଡ ରେଳ ସେକ୍ସନର ଦେବାହାଲ-ବରଗଡ ରୋଡ-ବରପାଲି ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ୬ଟି ଟ୍ରେନ୍ ବାତିଲ ହେବାକୁ ଥିବା ବେଳେ ୩ ଟି ଟ୍ରେନ୍ ଆଂଶିକ ବାତିଲ ରହିବ । ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୦୮୩୧୭/୦୮୩୧୮ ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ବିଶେଷ ଟ୍ରେନ ସମ୍ବଲପୁର ଠାରୁ ୨୨ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଏବଂ ଜୁନଗଡ଼ ରୋଡରୁ ୨୩ ସେପ୍ଟେମ୍ବର ରୁ ୧ ଅକ୍ଟୋବର ମଧ୍ୟରେ ବାତିଲ ରହିବ... Read More