0 Comment
ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩(ସ୍ନାତକ) କଲେଜରେ ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଆଜି ପ୍ରକାଶ ପାଇଛି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୯ ତାରିଖ ମଧ୍ୟରେ ମନୋନୀତ କଲେଜରେ ନାମ ଲେଖାଇପାରିବେ। ୨୦ ତାରିଖ ଅପରାହ୍ଣ ୨ଟାରେ ସାମସ୍ ୱେବସାଇଟ୍ର ଇ-ସ୍ପେସ୍ରେ ଖାଲିଥିବା ସିଟ୍ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯିବ। ତତ୍କାଳ ନାମଲେଖା(ସ୍ପଟ୍ ସିଲେକ୍ସନ) ସେପ୍ଟେମ୍ବର ୨୧ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ୨୮ ତାରିଖରେ ସ୍ପଷ୍ଟ ନାମଲେଖା ଲାଗି ମେଧା ତାଲିକା... Read More