0 Comment
ଭୁବନେଶ୍ବର : ରାଜଧାନୀ ଉପକଣ୍ଠରେ ଥିବା କୁଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ଫୁଲ ରିହର୍ସଲ ଆଜି ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ଏୟାର ସୋ’ ପ୍ରଦର୍ଶିତ ହେବ। ବାୟୁସେନାର ୧୧ ହକ୍ ବିମାନ ଏହି ସୋ’ରେ ସାମିଲ ହୋଇଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୁରୀରେ ୧୮ ତାରିଖରେ ସୂର୍ଯ୍ୟ କିରଣ ଏୟାର ସୋ’ ହେବ। ଶୁକ୍ରବାର ଭୁବନେଶ୍ୱରରେ... Read More