0 Comment
ଭୁୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ, ପଂଚାୟତିରାଜ ଓ ପାନୀୟ ଦଳ ବିଭାଗ ସହ ଜଡିତ ୯ଟି ଗୁରୁତ୍ୱପୂର୍ଣ ପ୍ରସ୍ତାବକୁ ଅନୁମୋଦନ ଦିଆ ଯାଇଛି । ଚୁକ୍ତିଭିତିକ ନିଯୁକ୍ତିକୁ ଉଚ୍ଛେଦ କରିବା ସମ୍ପର୍କିତ ଐତିହାସିକ ନିଷ୍ପତି ଏହି ବୈଠକରେ ନିଆ ଯାଇଛି । କ୍ୟାବିନେଟ ବୈଠକ ପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସାଧାରଣ ପ୍ରଶାସନ ଓ... Read More