0 Comment
ଭୁବନେଶ୍ୱର : ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଇଣ୍ଡକ୍ସନ୍ ଟିମ୍ ଏନ୍ ୩୨ ବିମାନ ଯୋଗେ ଭୁବନେଶ୍ୱରରେ ପହଂଚିବ । ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେପ୍ଟେମ୍ବର ୮ ତାରିଖରେ ସି୧୭ ଗ୍ଲୋବମାଷ୍ଟର ବିମାନରେ ଉପକରଣ ଆସି ପହଂଚିବ । ୯ ତାରିଖରେ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ୍ ବିମାନ ଆସିବ । ସୂର୍ଯ୍ୟକିରଣ ସୋ’ରେ ୯ଟି ହକ୍ ବିମାନ ଭାଗନେବ... Read More