0 Comment
ଛତ୍ରପୁର: ଛତ୍ରପୁର ସହରର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା। ଗୁରୁବାର ସକାଳ ପ୍ରାୟ ୮ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଜୀବନ ଯାଇଛି। ସେମାନେ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ସୁମନ ଦାସ ଓ ହିଞ୍ଜିଳିକାଟୁ ନିକଟ କଞ୍ଚୁଡୁର ଦଣ୍ଡ ପାଳ। ଦୁହେଁ ବ୍ରହ୍ମପୁରରୁ ମିଶି ଏକ ବାଇକରେ ଛତ୍ରପୁର ଆସୁଥିବା ବେଳେ ଛତ୍ରପୁର ପାର୍ଶ୍ବ ଜାତୀୟ ରାଜପଥରେ ରୋଡ୍ ଡିଭାଇଡରକୁ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ... Read More