0 Comment
ସମ୍ବଲପୁର : ହୀରାକୁଦ ବନ୍ଧ ଉପର ମୁଣ୍ଡରେ କିଛି କିଛି ବର୍ଷା ଲାଗି ରହିଛି। ଫଳରେ ହୀରାକୁଦ ଜଳସ୍ତର ୬୨୯ ଫୁଟ୍ ଅତିକ୍ରମ କରିଛି। ଏସବୁକୁ ଦୃଷ୍ଟିରେ ରଖି ସୋମବାର ୨ଟି ପର୍ଯ୍ୟାୟରେ ହୀରାକୁଦ ନଦୀବନ୍ଧର ୬ଟି ଗେଟ୍ ଖୋଲା ଯାଇଛି। ସୋମବାର ରାତି ୬ଟା ବେଳେ ହୀରାକୁଦ ଜଳସ୍ତର ୬୨୯.୨୩ ଫୁଟ୍ ରହିଥିଲା। ଜଳଭଣ୍ଡାରକୁ ହାରାହାରି ୯୪,୫୧୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୩୯,୯୭୦ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ଗତ... Read More