0 Comment
ଭୁବନେଶ୍ୱର : ପୂର୍ବ ରାଜସ୍ଥାନ ପାର୍ଶ୍ୱବର୍ତୀ ଉତରପଶ୍ଚିମ ମଧ୍ୟପ୍ରଦେଶ ଅଂଚଳରେ କେନ୍ଦ୍ରୀଭୂତ ଅବପାତ ଦୁର୍ବଳ ହୋଇ ଏକ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହି ଅବପାତ ପୂର୍ବ ରାଜସ୍ଥାନ ପାର୍ଶ୍ୱବର୍ତୀ ଉତରପଶ୍ଚିମ ମଧ୍ୟପ୍ରଦେଶ ଅଂଚଳରେ ସକ୍ରିୟ ଥିବା ବେଳେ, ଏହା ପଶ୍ଚିମ ଦିଗରେ ନିଜର ଗତି ପଥ ବଜାୟ ରଖିବା ସହ ଆଜି ଏକ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି । ଏଥିପାଇଁ ପଶ୍ଚିମ ଓଡ଼ିଶାର... Read More