0 Comment
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗାଁରେ ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ । ହତ୍ୟା କରିଥିବା ସ୍ୱାମୀ ଚନ୍ଦ୍ରକାନ୍ତ ବେହେରଦଳାଇ ଏବଂ ତାଙ୍କ ସ୍ତ୍ରୀ ମଧୁମତି ବେହେରଦଳାଇ ବୋଲି ଜଣାପଡ଼ିଛି । ଏଭଳି ଚଞ୍ଚଲ୍ୟକର ଘଟଣା ଘଟିଛି । ସୂଚନା ମୁତାବକ, ଚନ୍ଦ୍ରକାନ୍ତ ଏବଂ ତାଙ୍କ ସ୍ତ୍ରୀ ମଧୁମତିଙ୍କ ମଧ୍ୟରେ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିଲା ।... Read More