0 Comment
ମେଷ: ଆନନ୍ଦ ଉଲ୍ଲାସରେ ଦିନ ଅତିବାହିତ କରିବେ। ଦେହ ଓ ମନ ସୁସ୍ଥ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖସ୍ୱାଚ୍ଛନ୍ଦରେ କଟିବ। ବ୍ୟବସାୟରେ ଅଗ୍ରଗତି ହେବ। ବୃଷ: ଦୃଢମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ। ଆୟ ଉତ୍ତମ ହେବ। ପାରିବାରିକ ସୁଖ ଶାନ୍ତି ଲାଭ କରିବେ। ମିଥୁନ: ମନୋବଳ ଟାଣ ରହିବ। ଯୋଜନା ଫଳପ୍ରସୁ ହେବ। ଦେହ ସୁସ୍ଥ ରହିବ। ଆଇନ୍... Read More