0 Comment
ନୂଆଦିଲ୍ଲୀ : କିଡନୀ ପ୍ରତିରୋପଣ ପରେ ସୁସ୍ଥ ହୋଇ ଫେରିଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଟେନସନ୍ ପୁଣି ବଢ଼ିପାରେ । ସିବିଆଇ ତାଙ୍କ ବିରୋଧରେ ରେଳ ପ୍ରକଳ୍ପ ଆବଣ୍ଟନ ସହ ଜଡ଼ିତ ଦୁର୍ନୀତି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି । ଲାଲୁ ୟୁପିଏର ପ୍ରଥମ କାର୍ଯ୍ୟକାଳରେ ରେଳମନ୍ତ୍ରୀ ଥିବା ବେଳେ ରେଳ ପ୍ରକଳ୍ପ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆସିଥିଲା। ସିବିଆଇ ୨୦୧୮ରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତେବେ ଉପଯୁକ୍ତ... Read More