0 Comment
ନୂଆଦିଲ୍ଲୀ: ମାଲିକାନା ହତେଇବାର ମାତ୍ର ଦୁଇ ମାସ ମଧ୍ୟରେ ଆମେରିକୀୟ ଶିଳ୍ପପତି ଏଲନ ମସ୍କ ଟ୍ୱିଟରର ସିଇଓ ପଦ ଛାଡିବାକୁ ଘୋଷଣା କରିଛନ୍ତି। ଏନେଇ ସେ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମସ୍କ ଲେଖିଛନ୍ତି ଯେ ସେ ଟ୍ୱିଟର ପାଇଁ ଜଣେ ନୂଆ ସିଇଓ ଖୋଜୁଛନ୍ତି। ଉପଯୁକ୍ତ ବ୍ୟକ୍ତି ମିଳିଗଲେ ମୁଁ ଏହି ପଦ ଛାଡିବି ଏବଂ କେବଳ ସଫ୍ଟୱେର୍ ଏବଂ ଇଞ୍ଜିନିୟରିଂ ସେବା ଚଳାଇବା ଜାରି ରଖିବି | ୧୯ ଡିସେମ୍ବରରେ ଏଲନ୍... Read More