0 Comment
ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାର ଯାଞ୍ଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ମିଳିଛି ବଡ଼ ସଫଳତା । ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ହରପ୍ରୀତ ସିଂ ଓରଫ୍ ହାପି ମାଲେସିଆକୁ ଏନଆଇଏ ଗିରଫ କରିଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହରପ୍ରୀତ ସିଂକୁ ଗିରଫ କରିଛି ଏନ୍ଆଇଏ । ମାଲେସିଆରୁ ଭାରତ ଫେରିବା ବେଳେ ଏନ୍ଆଇଏ ହାତରେ ଧରାପଡ଼ିଛି ହରପ୍ରୀତ ସିଂ । ଅନୁସନ୍ଧାନରୁ ଜଣାପଡିଛି ଯେ... Read More