0 Comment
ନୂଆଦିଲ୍ଲୀ : ତୁର୍କୀର ଏକ କୋଇଲା ଖଣିରେ ବିସ୍ଫୋରଣ । ଏଥିରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଏବେବି କିଛି ଲୋକ ଖଣିରେ ଫସିରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାବ୍ୟତୀତ ଶନିବାର ତୁର୍କୀ ରାଷ୍ଟ୍ରପତି ଘଟଣାସ୍ଥଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ତୁର୍କୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନା ଯେ, ତୁର୍କୀର ଉତ୍ତରପ୍ରାନ୍ତରେ ଥିବା ଏକ କୋଇଲା ଖଣିରେ ଶୁକ୍ରବାର ଦିନ... Read More