0 Comment
ନୂଆଦିଲ୍ଲୀ: ଜାତୀୟ ଶିକ୍ଷାଗତ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାତୀୟ ପ୍ରତିଭା ସନ୍ଧାନ ପରୀକ୍ଷା (ଏନଟିଏସ୍ଇ) ଯୋଜନାକୁ ସ୍ଥଗିତ ରଖିଛି। ଏହି ଲୋକପ୍ରିୟ ଛାତ୍ରବୃତ୍ତି ଯୋଜନା ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ ଏବଂ ଏନସିଇଆରଟି ଦ୍ୱାରା କାର୍ଯ୍ୟକାରୀ ହେଉଛି | ଛାତ୍ରବୃତ୍ତି ପରୀକ୍ଷା ପ୍ରତିବର୍ଷ ଦୁଇଟି ପର୍ଯ୍ୟାୟରେ – ପ୍ରଥମ ପର୍ଯ୍ୟାୟ (ରାଜ୍ୟ ସ୍ତରୀୟ) ଏବଂ ଦ୍ୱିତୀୟ ପର୍ଯ୍ୟାୟ (ଜାତୀୟ ସ୍ତର) ରେ କରାଯାଏ | ଏକ ସରକାରୀ ଆଦେଶରେ... Read More