0 Comment
ନୂଆଦିଲ୍ଲୀ : ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜସ୍ୱ ପ୍ରବେଶିକା ପରୀକ୍ଷା କରିପାରିବେ। ଯଦି ଏକାଧିକ କାଉନସେଲିଂ ପରେ ଆସନ ବଳକା ରହିଯିବ, ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜସ୍ୱ ପ୍ରବେଶିକା ପରୀକ୍ଷା କରିପାରିବେ। ଏନେଇ ୟୁନିଭରସିଟି ଗ୍ରାଣ୍ଟସ କମିଶନ (ୟୁଜିସି) ଅନୁମତି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଆସନ ପୂରଣ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୨୦, ୨୦୧୩ରେ ୟୁଜିସିର ୫୭୨ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଥିଲା, ଯାହା ଆଗକୁ କାର୍ଯ୍ୟକାରୀ ହେବାକୁ ଯାଉଛି। ୟୁଜିସି ରିପୋର୍ଟ ଅନୁସାରେ,... Read More